ମହାମାରୀ ମୁକାବିଲା ପାଇଁ ନିନୟ ହେଲା +2 ପରୀକ୍ଷା ଓ ମାଟ୍ରିକ ଖାତା ଦେଖା

ମହାମାରୀ ମୁକାବିଲା ପାଇଁ ନିନୟ ହେଲା +2 ପରୀକ୍ଷା ଓ ମାଟ୍ରିକ ଖାତା ଦେଖା

ମହାମାରି ସହ ମୁକାବିଲା ଲାଗି କାଲି ସରକାର ଯୁକ୍ତ ଦୁଇ କାଉନ୍ସଲ  ଦ୍ଵାରା ପରିଚାଲିତ ବୋର୍ଡ ପରୀକ୍ଷା କୁ ନିୟମ କରିବାକୁ  ସୂଚନା ଦେଇଛନ୍ତି l  ଅଶାନ୍ତ 23 ତାରିଖ ରୁ ଏହି ନିୟମ କାଯ୍ୟକରି ହେବ | ଓଡିଶା ସରକାରଙ୍କ ସ୍କୁଲ ଓ
ଗଣଶିକ୍ଷା ବିଭାଗ ପକ୍ଷ ରୁ  ଏହି ନିଷ୍ପତି ନିଆ ଯାଇଛି |ସେହି ପରି ମେଟ୍ରିକ ଖାତା ଦେଖାକୁ ମଧ୍ୟ ସରକାର ନିୟମ କରିଛନ୍ତି |ଓ 20 ତାରିଖ ରୁ କୌଣସି ଖାତା ଦେଖା ହେବ ନାହିଁ | ଏଥି ପାଇଁ ପରବର୍ତ୍ତୀ ଆଦେଶ କୁ ଅପେକ୍ଷା କରିବାକୁ ଆଦେଶ ଦେଇଛନ୍ତି |

Post a Comment

0 Comments